Author: TRUPTIMAYEE SAHOO

ବର୍ଷ ବର୍ଷ ଧରି, ଲୋକମାନେ ବାହାରକୁ ବାହାରିବା ପୂର୍ବରୁ ସେମାନଙ୍କ ବେକରେ ପରଫ୍ୟୁମ୍ ଲଗାନ୍ତି | ବିଶ୍ୱାସ କରନ୍ତି ଯେ ଏହା ସୁଗନ୍ଧକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବାରେ ସାହାଯ୍ୟ କରେ । କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏକ ଭୟ ସୃଷ୍ଟି ହୋଇଛି | ଯେ ବେକରେ ପରଫ୍ୟୁମ୍ ସ୍ପ୍ରେ କରିବା ଦ୍ୱାରା ଏହା ଥାଇରଏଡ୍ ଗ୍ରନ୍ଥିକୁ କ୍ଷତି ପହଞ୍ଚାଇପାରେ । ତେଣୁ, ଏହି ଦାବିର କୌଣସି ସତ୍ୟତା ଅଛି କି? ଏନେଇ ମୁଶୀରାବାଦର CARE ହସ୍ପିଟାଲର ବରିଷ୍ଠ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର ଶ୍ରୀନିବାସ କାଣ୍ଡୁଲା ଏହାକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି “ଏହାକୁ ସମର୍ଥନ କରିବା ପାଇଁ କୌଣସି ବୈଧ ଚିକିତ୍ସା ଗବେଷଣା କିମ୍ବା ବିଜ୍ଞାନ ନାହିଁ ଯେ ବେକରେ ପରଫ୍ୟୁମ୍ ସ୍ପ୍ରେ କରିବା ଦ୍ୱାରା ବେକରେ ଥିବା ଥାଇରଏଡ୍ ପ୍ରଭାବିତ ହେବ ବୋଲି | ଏହା କେବଳ ଥାଇରଏଡ୍ କେଉଁଠାରେ ଅଛି ସେ ବିଷୟରେ ଏକ…

Read More