Author: TRUPTIMAYEE SAHOO

ପୂର୍ବ ଦିଲ୍ଲୀର ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହିତ ଭିଡିଓ ରେକର୍ଡ଼ିଂ ସମୟରେ ଚାଲିଗଲା ଜୀବନ | ଆଖିପିଛୁଳାକେ ହସି ହସି ନିଜକୁ ଗୁଳି କଲେ ଯୁବକ | ଏହି ପୁରା ଘଟଣାଟି ପୂର୍ବଦିଲ୍ଲୀର ଯେଉଁଠି ୨ ସାଙ୍ଗଙ୍କ ମଧ୍ୟରୁ ଗୋଟିଏ ଅନ୍ୟଟିର ଭିଡିଓ ଉତ୍ତୋଳନ କରିବା ଓ ଅନ୍ୟ ଜଣଙ୍କ ବନ୍ଧୁକ ଲୋଡ଼ କରୁଥିବା ଦେଖାଯାଇଛି | ବନ୍ଧୁକଟିରେ ଗୁଳି ଲୋର୍ଡ କରିବା ପରେ ହସି ହସି ନିଜ ବାମ ଛାତିରେ ବନ୍ଧୁକ ଟିକୁ ରଖୁଛନ୍ତି | ଏହା ମଧ୍ୟରେ ଭିଡିଓ ନେଉଥିବା ସାଙ୍ଗ କହିଛି ‘ଆରେ ତୁ ଇଏ କଣ କରୁଚୁ’! ଆଉ ସେତିକି ମଧ୍ୟରେ ବନ୍ଧୁକ ଧରିଥିବା ଯୁବକ ଜଣଙ୍କ ଟ୍ରିଗର ଦବେଇବା ମାତ୍ରେ ଗୁଳି ଫୁଟି ସେ ତଳେ ପଡୁଥିବା ଦେଖା ଯାଇଛି | ତେବେ ଭିଡିଓରୁ ଜଣାପଡୁଛି ଯେ ଉଭୟଙ୍କୁ ଏହିପରି କିଛି ହୋଇଯିବ ଏନେଇ ଜ୍ଞାତ ନଥିଲା | ତେବେ ଭିଡିଓ ଶେଷରେ…

Read More