Author: TRUPTIMAYEE SAHOO

୧୬ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଅଭିଯୋଗରେ କଂଗ୍ରେସ ନେଇଛି ଆକ୍ସନ। ନିଜ ଦଳର ତିନି ଓଡ଼ିଶା ବିଧାୟକଙ୍କୁ କରିଛି ନିଲମ୍ବିତ। ସୋଫିଆ ଫିରଦୌସ୍ ଙ୍କ ସମେତ ରମେଶ ଜେନା ଓ ଦାସରଥୀ ଗମାଙ୍ଗଙ୍କୁ ନିଲମ୍ବିତ କରିଛି ଦଳ । ବିଧାୟକମାନଙ୍କୁ ସରକାରୀ ହ୍ୱିପ୍ ଉଲ୍ଲଂଘନ କରିବା ଏବଂ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ଅଭିଯୋଗ ଆଣିଛି କଂଗ୍ରେସ। ଏହି ପଦକ୍ଷେପକୁ ଦଳୀୟ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ ବୋଲି କହି ଏଭଳି ପଦକ୍ଷେପ ନେଇଛି ବୋଲି କହିଛି ଦଳ। Opponents fight you from the outside; traitors weaken you from the inside.#Traitors of #Congress are #Traitors of #Nation pic.twitter.com/vcjv5z7S1H — Odisha Congress (@INCOdisha) March 16, 2026 ଅନୁଶାସନ ବଜାଇ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଏକ ବିବୃତ୍ତିରେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) କହିଛି ଯେ ବିଧାୟକମାନେ…

Read More