Author: TRUPTIMAYEE SAHOO

ଦେଶରେ ବେଧଡକ ଚାଲିଛି ମୂଲ୍ୟବାନ ଜିନିଷର ଚୋରା ଚାଲାଣ । ଏହା ଭିତରେ କାଠ,ହୀରା,ସୁନା,ଗଞ୍ଜେଇ,ମଦ ଏମିତିକି ଗୋରୁ ମଧ୍ୟ ଚାଲାଣ ହେଉଛି । ତେବେ ଦେଶରେ ବର୍ତ୍ତମାନ ସମୟରେ ଚୋରା ଚାଲାଣକୁ ରୋକିବାରେ ମିଳିଛି ଏକ ବଡ ବିଜୟ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ବଡ଼ ସୁନା ଚୋରା ଚାଲାଣ ସିଣ୍ଡିକେଟ୍‌କୁ ସଫଳତାର ସହ ଭାଙ୍ଗି ଦେଇଛି । ଏଥିରୁ ପ୍ରାୟ ୩୦କିଲୋଗ୍ରାମ ସୁନା ଜବତ ହୋଇଛି ଯାହାର ମୂଲ୍ୟ ଆନୁମାନିକ ୩୮କୋଟି ଟଙ୍କା ପାଖାପାଖି ରହିବ । “ଧାହାବୁ ବ୍ଲିଜ୍‌” ନାମକ ଏହି ଅଭିଯାନରେ ଦେଶର ମୂଲ୍ୟବାନ ଧାତୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବା ୨୪ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଡି.ଆର.ଆଇ. ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରିଥିଲା ​​ଏବଂ ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଅନ୍ୟତମ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ (CSMI) ବିମାନବନ୍ଦରରେ ଏହି…

Read More