Author: TRUPTIMAYEE SAHOO

କେନ୍ଦ୍ର ସମସ୍ତ ରାଜ୍ୟକୁ ଏକ ପରାମର୍ଶ ଜାରି କରିଛି ଯାହା ଦ୍ୱାରା ଭାରତର ଦୀର୍ଘକାଳୀନ ଖାଦ୍ୟ ଏବଂ ପୁଷ୍ଟିକର ସୁରକ୍ଷା ମାନଦଣ୍ଡ ସୁଦୃଢ଼ ହେବ । ଏନେଇ ଡାଲି, ତୈଳବୀଜ ଏବଂ ବାଜରା ଚାଷକୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କର ବୋନସ୍ ନୀତିକୁ ପୁନଃସଜ୍ଜିତ କରିବାକୁ ଜାରି ହୋଇଛି ନିର୍ଦ୍ଧେଶ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ ଦ୍ୱାରା ପଠାଯାଇଥିବା ଏହି ସୂଚନା ଏକ ନିର୍ଦ୍ଦେଶ ନୁହେଁ ବରଂ ରାଜ୍ୟସ୍ତରୀୟ ନୀତିଗୁଡ଼ିକୁ ଆତ୍ମନିର୍ଭରତା (ସ୍ୱାୟତ୍ତତା), ସ୍ଥାୟୀ କୃଷି ଓ ସନ୍ତୁଳିତ ଫସଲ ଉତ୍ପାଦନ ଭଳି ଜାତୀୟ ପ୍ରାଥମିକତା ସହିତ ସମନ୍ୱୟ ରଖିବା ପାଇଁ ଏକ ସୂଚକ ପଦକ୍ଷେପ । ଏହି ପରାମର୍ଶ ଏପରି ଚିନ୍ତା ମଧ୍ୟରେ ଆସିଛି ଯେ ଅନେକ ରାଜ୍ୟରେ ; ବିଶେଷକରି ଉତ୍ତର ଭାରତରେ ଗହମ , ଧାନ ପରି ଫସଲ ଉପରେ ଅତ୍ୟଧିକ ପ୍ରୋତ୍ସାହନ ବିକୃତ ଫସଲ ପଦ୍ଧତି ଆଡ଼କୁ ନେଇଛି। ଏହି ଫସଲ…

Read More