Author: TRUPTIMAYEE SAHOO

ଆଜି ବିଶ୍ୱ ରାଜନୀତି ଏବଂ ସାମରିକ ଦୁନିଆ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଭାରତର ଏହି ପଦକ୍ଷେପ ସାରା ଦୁନିଆକୁ ଚକିତ କରି ଦେଇଛି । ଦେଶର ଏଭଳି ପଦକ୍ଷେପ ପାଇଁ ଆଗାମୀ ଦିନରେ ଭାରତୀୟ ବାୟୁସେନା ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ହୋଇପରେ । ତେବେ କଣ ରହିଛି ସେ ରଣନୀତି ? ତେବେ ୟୁରୋପର ସବୁଠାରୁ ବଡ଼ ଏବଂ ମେଗା ପ୍ରତିରକ୍ଷା ପ୍ରକଳ୍ପ କୁହାଯାଉଥିବା FCAS (Future Combat Air System) ବାତିଲ ହୋଇଯାଇଛି । ଜର୍ମାନୀ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ମତଭେଦ ଯୋଗୁଁ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁରୋପର ଏହି ବଡ଼ ପ୍ରକଳ୍ପ ବାତିଲ ହେବା ପରେ, ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ଦୁଆର ଖୋଲିଯାଇଛି । ବିଶ୍ୱର ଅଗ୍ରଣୀ ସାମରିକ ଶକ୍ତି ଫ୍ରାନ୍ସ ଏବେ ଭାରତ ସହିତ ମିଶି ମେଡ୍-ଇନ୍-ଇଣ୍ଡିଆ ପଦ୍ଧତିରେ…

Read More