Author: TRUPTIMAYEE SAHOO

ଭାରତୀୟ ନିର୍ବାଚନ କମିଶନ ବା ECI ବର୍ତ୍ତମାନ ଆମର ଭୋଟର ଆଇଡି ପ୍ରଣାଳୀରେ ଏକ ବଡ଼ ଧରଣର ପରିବର୍ତ୍ତନ ବା ‘Voter ID Overhaul’ କରିବାକୁ ଯାଉଛନ୍ତି । ଏହା ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ପ୍ରଶାସନିକ ସଂସ୍କାର ହେବାକୁ ଯାଉଛି। ଆପଣଙ୍କ ଭୋଟର ଆଇଡି କାର୍ଡ ଉପରେ ଯେଉଁ ୧୦ ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ ନମ୍ବର ଥାଏ, ଯାହାକୁ ଆମେ EPIC ନମ୍ବର (Electors Photo Identity Card) ବୋଲି କହୁ, ତାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଜାଲିଆତିମୁକ୍ତ କରିବା ପାଇଁ କମିଶନ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । କୁହାଯାଉଛି ଯେ, ବର୍ଷ ବର୍ଷ ଧରି ଚାଲିଆସୁଥିବା ‘ଡୁପ୍ଲିକେଟ୍’ କିମ୍ବା ଜାଲ୍ ଭୋଟର ଆଇଡିର ସମସ୍ୟା ଏହାଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯିବ । ତେବେ କ’ଣ ହେବ ଏହି EPIC କାର୍ଡରେ ପରିବର୍ତ୍ତନ ଓ ଜଣେ ସାଧାରଣ ଭୋଟର ଉପରେ କଣ ପଡ଼ିବ ପ୍ରଭାବ ? କାହିଁକି…

Read More