Author: TRUPTIMAYEE SAHOO

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର, ଏପ୍ରିଲ ୨୬ରେ ଇରାନକୁ ଏକ ନୂତନ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ ଇରାନ ପାଖରେ ସଂଘର୍ଷ ସମାପ୍ତ କରିବା ପାଇଁ ଏହି ଚୁକ୍ତିରେ ରାଜି ହେବାକୁ ପଡିବ । ଆଉ ତା ପାଇଁ କେବଳ ତିନି ଦିନ ସମୟ ଅଛି । ନଚେତ୍, ଏହାର ତେଲ ପାଇପଲାଇନଗୁଡ଼ିକ ଭିତରରୁ ବିସ୍ଫୋରଣ ହେବ । ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରିବା ସମୟରେ ଟ୍ରମ୍ପ ବ୍ୟାଖ୍ୟା କରିଛନ୍ତି ଯେ ଯଦି ଇରାନ ତେଲ ରପ୍ତାନି ଜାରି ରଖିପାରିବ ନାହିଁ, ତେବେ ପାଇପଲାଇନଗୁଡ଼ିକ ଯାନ୍ତ୍ରିକ ଏବଂ ପ୍ରାକୃତିକ ରୂପେ ଉଭୟ କାରଣରୁ ଖରାପ ହୋଇଯିବ। ଟ୍ରମ୍ପଙ୍କ ଧମକ ଏପରି ସମୟରେ ଆସିଛି ଯେତେବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସମାଧାନର ସୂତ୍ର ପାଇଁ ପୁଣି ପହଞ୍ଚିଛନ୍ତି ପାକିସ୍ତାନରେ । ଆରାଘାଚି ରବିବାର ଦିନ ପୁଣି ଥରେ ଇସଲାମାବାଦରେ ପହଞ୍ଚିଥିଲେ, ଯେଉଁଠାରେ ସେ…

Read More