Author: TRUPTIMAYEE SAHOO

ଫିଙ୍ଗର ମିଲେଟ ଭାବରେ ଜଣାଶୁଣା, ମାଡିଆର ଏକ ପୁଷ୍ଟିକର ସମାହାରରେ ଭରପୁର ଏହି ଖାଦ୍ୟ । ଏଥିରେ ଥିବା କ୍ୟାଲସିୟମ୍, ଫାଇବର ଏବଂ ଆମିନୋ ଏସିଡ୍ ; ଓଜନ ହ୍ରାସ, ହାଡ଼କୁ ମଜବୁତ କରିବା ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତଥାପି, ଋତୁ ବିଷୟରେ ବିଚାର କଲେ, ପ୍ରାୟତଃ ଗୋଟେ ପ୍ରଶ୍ନ ଉଠେ : ଗ୍ରୀଷ୍ମ ଋତୁରେ ମାଣ୍ଡିଆ ସେବନ କରାଯାଇପାରିବ କି ? ଆୟୁର୍ବେଦରେ ଏହାକୁ ଖାଇବାର ଅନେକ ଲାଭ ବର୍ଣ୍ଣନା କରିଥିବା ବେଳେ, ଗ୍ରୀଷ୍ମ ଋତୁରେ ଏହାର ସେବନ ସମ୍ପର୍କରେ ରହିଛି କିଛିଟା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ । ମାଣ୍ଡିଆର ପ୍ରଭାବ ଶରୀର ଉପରେ ଥଣ୍ଡା ନା ଗରମ ? ମାଣ୍ଡିଆ ଶରୀର ଉପରେ ଥଣ୍ଡା ପ୍ରଭାବ ପକାଇଥାଏ; ତେଣୁ, ଗ୍ରୀଷ୍ମ ଋତୁରେ ଏହାକୁ ସୁରକ୍ଷିତ ଭାବରେ ସେବନ କରାଯାଇପାରିବ । ତଥାପି, ଏହା ଯେହେତୁ ଅଜାଣତରେ ଶରୀରର ଉତ୍ତାପ ବୃଦ୍ଧି ନ କରେ ତାହା…

Read More