Author: TRUPTIMAYEE SAHOO

ଇତିହାସ ସାକ୍ଷୀ ଅଛି, ଯେତେବେଳେ କୌଣସି ଶାସନକୁ ଅହଙ୍କାର ହୋଇଯାଏ ଯେ ତାଙ୍କୁ କେହି ହଲାଇ ପାରିବେ ନାହିଁ, ଠିକ୍ ସେତିକିବେଳେ ହିଁ ତାଙ୍କର ପତନର ଘଣ୍ଟି ବାଜିବା ଆରମ୍ଭ ହୁଏ। ବଙ୍ଗଳାର ସେହି ଧଳା ଶାଢ଼ୀ ଏବଂ ହାୱାଇ ଚପଲ ପିନ୍ଧୁଥିବା ଜଣେ ସାଧାରଣ ମହିଳା, ଯାହାଙ୍କ ପାଖରେ ନା ବଡ଼ ବଂଶର ନାମ ଥିଲା, ନା କୌଣସି ରାଜନୈତିକ ସର୍ଟକଟ୍। କିନ୍ତୁ ତାଙ୍କ ପାଖରେ ଥିଲା ଏକ ଅଜେୟ ଜିଦ୍। ୩୪ ବର୍ଷର ଶକ୍ତିଶାଳୀ ବାମପନ୍ଥୀ ଦୁର୍ଗକୁ କିପରି ଧୂଳିସାତ୍ କଲେ ଏହି ମହିଳା? କିପରି ସେ ପଥପ୍ରାନ୍ତରୁ ଆସି ସଚିବାଳୟ ପର୍ଯ୍ୟନ୍ତ ନିଜର ରାଜପଥ ତିଆରି କଲେ? ଆଜିର ଏହି ବିଶେଷ ଆଲୋଚନାରେ ଆମେ ଜାଣିବା ମମତା ବାନାର୍ଜୀଙ୍କର ସେହି ଅକୁହା କାହାଣୀ, ସଂଘର୍ଷର କଥା ଏବଂ ୨୦୨୬ ନିର୍ବାଚନ ପୂର୍ବରୁ ବଦଳୁଥିବା ସମୀକରଣ। କାଳୀଘାଟର ସେହି ଅନ୍ଧକାର ଗଳିରୁ ଉଦୟ ମମତାଙ୍କ ରାଜନୀତିକୁ ବୁଝିବାକୁ ହେଲେ…

Read More