Author: TRUPTIMAYEE SAHOO

ଆମେ ପିଲାଦିନରୁ ଗୋଟିଏ କଥା ସବୁବେଳେ ଶୁଣି ଆସିଛୁ ଯେ, ଭାରତର ସବୁଠାରୁ ବଡ଼ ସମସ୍ୟା ହେଉଛି “ଜନସଂଖ୍ୟା ବିସ୍ଫୋରଣ” ବା ଜନସଂଖ୍ୟାର ଦ୍ରୁତ ବୃଦ୍ଧି । ସରକାର ଦୀର୍ଘ ଦଶନ୍ଧି ଧରି ‘ଆମେ ଦୁଇ ଆମର ଦୁଇ’ ଭଳି ପରିବାର ନିୟନ୍ତ୍ରଣ ଯୋଜନା ଚଲାଇ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଭାରତର ସାମ୍ପଲ୍ ରେଜିଷ୍ଟ୍ରେସନ ସିଷ୍ଟମ୍ (SRS) ଏବଂ ଜାତିସଂଘର ସର୍ବଶେଷ ରିପୋର୍ଟରୁ ଏକ ଏମିତି ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖି ବିଶ୍ୱର ବଡ଼ ବଡ଼ ବିଜ୍ଞାନୀ ଏବଂ ଅର୍ଥନୀତିଜ୍ଞମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରିପୋର୍ଟ ଅନୁସାରେ, ଭାରତର ପ୍ରଜନନ ହାର ବା ଟିଏଫ୍‌ଆର (Total Fertility Rate) ଇତିହାସରେ ପ୍ରଥମ ଥର ପାଇଁ ଜନସଂଖ୍ୟା ସ୍ଥିରତା ସୀମା ଅର୍ଥାତ୍ ୨.୧ ରୁ ହ୍ରାସ ପାଇ ସିଧାସଳଖ ୧.୯ ରେ ପହଞ୍ଚିଛି। ଅର୍ଥାତ୍, ଭାରତରେ ଏବେ ପିଲା ଜନ୍ମ ହେବାର ହାର ବହୁତ କମିଯାଇଛି। ଆଜି…

Read More