Author: TRUPTIMAYEE SAHOO

IT: ୨୦ ଦଶକର ପ୍ରାରମ୍ଭରେ ସହର ଉପକଣ୍ଠରେ ଥିବା ଇନଫୋଭ୍ୟାଲି ଆଇଟି ଏବଂ ଇଏସଡିଏମ କମ୍ପାନୀମାନଙ୍କ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଓଡ଼ିଶାରେ ୟୁନିଟ୍ ସ୍ଥାପନ ପାଇଁ ଅନେକ ଆଇଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଜମି ଆବଣ୍ଟନକୁ ନେଇ ଏକ ନିଆରା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଆଇଟି ପାର୍କ ନିର୍ମାଣ ପାଇଁ ସହରର ଡମଣା ଛକ ନିକଟରେ ୧୦୦ ଫୁଟ ରାସ୍ତା କଡ଼ରେ ଥିବା ୨୫ ଏକର ଅବ୍ୟବହୃତ ଜମି ଆବଣ୍ଟନ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ଦିଆଯାଇଥିବା ଏହି ଜମି ଦୀର୍ଘ ଦିନ ଧରି ଅଚଳ ଓ ଅବ୍ୟବହୃତ ରହିଛି। ଆଇଟି ବିଭାଗ କହିଛି ଯେ, ଏଭଳି ଉତ୍ସର୍ଗୀକୃତ ସୁବିଧା ବିକଶିତ ହେଲେ ଗୁଣାତ୍ମକ…

Read More