Author: TRUPTIMAYEE SAHOO

Odisha: ଏ ପର୍ଯ୍ୟନ୍ତ ୫୯୧ଟି ମାମଲା ରୁଜୁ ହୋଇଛି।  ମଙ୍ଗଳବାର ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁଲିସ ବାଘିଆପଡ଼ା ଓ ଖଣ୍ଡବର ରାସ୍ତା କଡ଼ ପାନ୍ଥେଇ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ (୨୭୨୦ କେଜି) ଚୋରା ଚାଲାଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ପାଇଥିଲା। ୩ ଜଣ ବ୍ୟକ୍ତି ଏହି ନିଶା ଦ୍ରବ୍ୟ ମହଜୁଦ ରଖିଥିବା ଅଭିଯୋଗ ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି` ଉଲ୍ଲେଖ ଯୋଗ୍ୟଯେ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତରଣୀ ସୁନା, ଦେବେନ୍ଦ୍ର ସୁନା ଏବଂ ପୂର୍ଣ୍ଣ ସାହୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ସମ୍ପର୍କରେ ପୁଲିସ ସୂଚନା ପାଇଥିଲା। ସେହି ଅନୁଯାୟୀ ପୁଲିସ ଆଜି ଅଚାନକ ଚଢାଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏ ସଂକ୍ରାନ୍ତରେ ପିଏସ୍ କେସ୍ ନଂ…

Read More