Author: TRUPTIMAYEE SAHOO

America: ଅନ୍ୟ ଦେଶ ପରି ଏହା ହେଉଛି ପାରସ୍ପରିକ ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଦେଶର ନୂଆ ବାଣିଜ୍ୟକ ନୀତିକୁ ଉନ୍ମୋଚନ କରିଛନ୍ତି। ଯାହା ଯେସାକୁ ତେସା ଶୁଳ୍କ ହୋଇଛି। ଅନ୍ୟ ଦେଶମାନେ ଯେପରି ଆମେରିକା ଜିନିଷ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛନ୍ତି ସେହିପରି ଶୁଳ୍କ ଅନ୍ୟ ଦେଶ ଜିନିଷ ଉପରେ ଆମେରିକା ନୂଆ ନୀତି ମାଧ୍ୟମରେ ଲଗାଇଛି। ଯଦିଓ ଏହା ଅଣ ଆର୍ଥିକ ପ୍ରତିବନ୍ଧକ, ସବସିଡି ଓ ଭାଟ ସିଷ୍ଟମ ଅନ୍ତର୍ଭୁକ୍ତିକୁ ନେଇ ଅସୁନ୍ଦର ଅଟେ। ମାତ୍ର ଏହା ଦ୍ୱାରା ବିଦେଶୀ ଦେଶ ଗୁଡିକ ସେମାନଙ୍କ ଟାରିଫକୁ କମାଇବେ କିମ୍ବା ଉଚ୍ଛେଦ କରିବାକୁ ବାଧ୍ୟ ହେବେ। ଯାହା ଦ୍ୱାରା ଆମେରିକାର ଆର୍ଥିକ କ୍ଷତି ଲାଘବ ହେବା ସହ ଅର୍ଥନୀତି ସୁଦୃଢ ହେବ ବୋଲି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଟ୍ରମ୍ଫ ତାଙ୍କ ଏକ୍ସରେ କହିଛନ୍ତି ଯେ, ଏହା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏହା କେବଳ ପାରସ୍ପରିକ…

Read More