Author: TRUPTIMAYEE SAHOO

Odisha: ୬ ବର୍ଷ ଭିତରେ ହ୍ରାସ ପାଇଛି ବନ୍ଧ୍ୟାକରଣ ଓଡ଼ିଶାରେ ପରିବାର ନିୟୋଜନ ନିୟନ୍ତ୍ରଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ପ୍ରଥମେ କଣ୍ଡୋମ ଓ ପରେ ବଟିକା ବ୍ୟବହାରରେ ଆଶାତୀତ ହ୍ରାସ ଘଟିଥିବା ବେଳେ ଅନ୍ୟ ପଦ୍ଧତି ବ୍ୟବହାରରେ ବୃଦ୍ଧି ଘଟିଛି। ୨୦୧୮-୧୯ ଓ ୨୦୨୩-୨୪ ଛଅ ବର୍ଷ ଭିତରେ ଏପରି ଘଟିଥିବା ଅର୍ଥନୈତିକ ସର୍ଭେ ରିର୍ପୋଟରୁ ଜଣାପଡ଼ିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ରିର୍ପୋଟ ଅନୁଯାୟୀ, ଗତ ୬ ବର୍ଷ ଭିତରେ କ୍ରମାନ୍ୱୟରେ ୮.୩ ପ୍ରତିଶତ କଣ୍ଡୋମ ବ୍ୟବହାର ହ୍ରାସ ପାଇଛି। ୨୦୧୮-୧୯ରୁ ଏହା ୨୪.୪ ପ୍ରତିଶତରୁ  ୨୦୨୩-୨୪ ପର୍ଯ୍ୟନ୍ତ ୧୬.୧ ପ୍ରତିଶତକୁ ହ୍ରାସ ପାଇଛି। କଣ୍ଡୋମ ବ୍ୟବହାର ଅପେକ୍ଷା ଲୋକମାନେ ଗର୍ଭଧାଣକୁ ରୋକିବା ପାଇଁ ସାପ୍ତାହିକ ଟାବଲେଟ ସେଣ୍ଟଟେକରୋମାନ ଖାଇବାକୁ ପସନ୍ଦ କରିଛନ୍ତି। ୨୦୨୩-୨୪ ସମୀକ୍ଷା ଅନୁଯାୟୀ ମହିଳାମାନେ ପାଖାପାଖି ୨୪.୪ ପ୍ରତିଶତ ଏହି ଟାବଲେଟ ଖାଇଛନ୍ତି। ଯାହା ୨୦୧୮-୧୯ରେ ୦.୩ ପ୍ରତିଶତ ଥିଲା।…

Read More