Author: TRUPTIMAYEE SAHOO

KIIt: ନ୍ୟାୟ ଦାବି କଲେ ପ୍ରକୃତି ଲାମସାଙ୍କ ବାପା କିଟ୍ ବିଶ୍ୱବିଦ୍ୟାଳୟରେ ବି-ଟେକ୍ ଦ୍ୱିତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି କିଟରେ ଯାହା ଘଟିଗଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି।  ଯିଏ ଦୋଷୀ ତାବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସା କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ସେ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ମୋ ଝିଅ ତ ଆଉ ନାହିଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ଏବେ ଆମେ ନ୍ୟାୟ ଚାହୁଁଛୁ। ଓଡ଼ିଶା ସରକାର ଓ ପୁଲିସ ଉପରେ ଭରସା ଅଛି…

Read More