Author: TRUPTIMAYEE SAHOO

ଆମର ସନାତନ ସଂସ୍କୃତିର ଦୁଇଟି ମହାନ ଗ୍ରନ୍ଥ – ରାମାୟଣ ଏବଂ ମହାଭାରତ । ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଗ୍ରନ୍ଥଗୁଡିକ କେବଳ ଧାର୍ମିକ ପୁସ୍ତକ ନୁହଁନ୍ତି, ବରଂ ଏହା ନୀତି, ଦର୍ଶନ ଏବଂ ରଣନୀତିର ଏକ ଅମୂଲ୍ୟ ଭଣ୍ଡାର। ଆଜିର ରାଜନୀତିରେ ମଧ୍ୟ ମହାଭାରତର ପ୍ରତିଟି ଚରିତ୍ର ପ୍ରାସଙ୍ଗିକ ମନେ ହୁଅନ୍ତି । ଆଜି ମହାଭାରତର ସେହି ଚରିତ୍ରଦେଖିବାକୁ ମିଳିଛି ରାଜନୀତିରେ , ଯିଏ ‘ପୁତ୍ର ମୋହ’ରେ ଅନ୍ଧ ହୋଇ ନିଜ ପୁଅର ଅଧର୍ମକୁ ପ୍ରୋତ୍ସାହନ ଦେଇଥିଲେ । କଥା ଉଠେ ଯେବେ ଗାନ୍ଧାରୀଙ୍କ ବିଷୟରେ ସେତେବେଳେ ସ୍ପଷ୍ଟ ଦେଖାଯାଏ ଏଇ ଅନ୍ଧପ୍ରେମ । କିନ୍ତୁ କେବଳ ମହାଭାରତ କାଳର ନୁହେଁ, ବରଂ ଭାରତୀୟ ରାଜନୀତିର ଦୁଇଜଣ ଶକ୍ତିଶାଳୀ ମହିଳାଙ୍କୁ ଆଜି ଗାନ୍ଧାରୀଙ୍କ ସହ ତୁଳନା କରାଯାଉଛି । ଜଣେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅନ୍ୟଜଣେ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ। ଇନ୍ଦିରା…

Read More