Author: TRUPTIMAYEE SAHOO

ବର୍ତ୍ତମାନ ଏକ ବିଶେଷ ଖବର କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱର ନିଦ ହଜାଇ ଦେଇଛି । ଆମେରିକାର ଗୁପ୍ତଚର ସଂସ୍ଥା ଏବଂ ଭୂ-ରାଜନୈତିକ ବିଶେଷଜ୍ଞମାନେ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି – “୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ହୋଇପାରେ।” କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆମେରିକା କହିଛି ଯେ ଏଥର ଯୁଦ୍ଧ ହେଲେ ସେ ମଧ୍ୟ ଏହାକୁ ରୋକିବାରେ ଅସମର୍ଥ ହୋଇପାରେ । ତେବେ କାହିଁକି ଟ୍ରମ୍ପଙ୍କ ପାଖରୁ ଆସିଲା ଏପରି ମନ୍ତବ୍ୟ ? ଭାରତ-ପାକିସ୍ତାନ ଯୁଦ୍ଧ ୨୦୨୬: ଆମେରିକାର ଚେତାବନୀ କାହିଁକି? ୟୁଏସ ମିଡିଆ ଏବଂ ସେଠାକାର ଥିଙ୍କ-ଟ୍ୟାଙ୍କ ମାନେ ଏବେ ଏକ ନୂଆ ରିପୋର୍ଟ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଏମିତି ଏକ ସ୍ତରକୁ ଚାଲିଗଲାଣି ଯେଉଁଠାରୁ ଫେରିବା କଷ୍ଟକର। ବିଶେଷ କରି ୨୦୨୫ର ‘ଅପରେସନ ସିନ୍ଦୂର’ (Operation…

Read More