Author: TRUPTIMAYEE SAHOO

ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏବେ ଚୀନ୍‌, ପାକିସ୍ତାନ ଏବଂ ବାଂଲାଦେଶରେ ଚର୍ଚ୍ଚା ତୀବ୍ର ହୋଇଯାଇଛି । ଶତ୍ରୁର ହୃଦୟକୁ ସିଧା ଆଘାତ କରିପାରୁଥିବା ପରମାଣୁ କ୍ଷମତାସମ୍ପନ୍ନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବର୍ଗର ଏକ ମିସାଇଲ୍‌ର ସଫଳ ପରୀକ୍ଷଣ କରି ଭାରତ ଦୁନିଆକୁ ଏକ ବଡ଼ ବାର୍ତ୍ତା ଦେଇଛି। ଭାରତ ପ୍ରଥମ ଥର ପାଇଁ ICBM ବର୍ଗର କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ଖବର ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ DRDO ଓଡ଼ିଶାର ଚାନ୍ଦିପୁର ନିକଟସ୍ଥ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ କରିଥିବା କୁହାଯାଉଛି । Advanced Agni missile with MIRV (Multiple Independently Targeted Re-Entry Vehicle) system was successfully tested from Dr. APJ Abdul Kalam Island, Odisha on 08th May 2026. The missile was flight tested with Multiple payloads, targeted to different…

Read More