Author: TRUPTIMAYEE SAHOO

ବିଦେଶୀ ନିବେଶକ ବିକୁଛନ୍ତି ଭାରତୀୟ ଶେୟାର । କିଛି ମାସ ଧରି ଦେଶ ଭିତରେ ପ୍ରବଳ ବିକ୍ରୟ ଚାଲିଛି ଭାରତୀୟ କମ୍ପାନୀ ମାନଙ୍କର ଶେୟର । ୨୦୨୪ ଶେଷ ପରଠାରୁ, ସେମାନେ ଭାରତରୁ ମୋଟ ୫୩ ବିଲିୟନ ଡ଼ଲାର ପ୍ରତ୍ୟାହାର କରିଛନ୍ତି । ଫଳସ୍ୱରୂପ, କ୍ରମାଗତ ଭାବେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ । MSCI ଇଣ୍ଡିଆ ସୂଚକାଙ୍କ ସେପ୍ଟେମ୍ବର ୨୦୨୪ ରୁ ୨୦୨୬ ମଧ୍ୟରେ ପ୍ରାୟ ୮% ହ୍ରାସ ପାଇଛି । ଏହି ସମୟ ମଧ୍ୟରେ, ବିଦେଶୀ ନିବେଶକ ମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ HDFC ବ୍ୟାଙ୍କ ଭଳି ଅନେକ ହେଭିୱେଟ୍ କମ୍ପାନୀରେ ମଧ୍ୟ ସେୟାର ବିକ୍ରି କରିଛନ୍ତି । ବର୍ତ୍ତମାନ ଶୀର୍ଷକରେ ରହିଛି ଏହି ୧୦ଟି ଷ୍ଟକ୍ ; ଯାହା ବିଦେଶୀ ନିବେଶକଙ୍କ ଦ୍ୱାରା ସର୍ବାଧିକ ବିକ୍ରୟ ହୋଇଛି । ମାର୍ଚ୍ଚ ତ୍ରୈମାସିକରେ, ବିଦେଶୀ ନିବେଶକମାନେ ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ HDFC ବ୍ୟାଙ୍କର ସର୍ବାଧିକ ସେୟାର…

Read More