Author: TRUPTIMAYEE SAHOO

ପଶ୍ଚିମବଙ୍ଗ ସରକାର ଜାତୀୟ ରାଜପଥର ସାତଟି ରାସ୍ତାକୁ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସହିତ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (NHIDCL) ପାଇଁ ବଙ୍ଗଳାର ପ୍ରମୁଖ ରାସ୍ତା କରିଡରରେ ଭିତ୍ତିଭୂମି ବିକାଶ କରିବାର ପଥ ପରିଷ୍କାର କରିଛି । ଯେଉଁ ପ୍ରକଳ୍ପ ଗୁଡ଼ିକ ରାଜନୈତିକ କାରଣରୁ ଦୀର୍ଘ ସମୟ ଧରି ଅଟକି ରହିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଏହି ବିଷୟ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଏହି ରାସ୍ତାଗୁଡ଼ିକ ରାଜ୍ୟ PWDର ଜାତୀୟ ରାଜପଥ ଶାଖାର ଅଧିକାର କ୍ଷେତ୍ର ଅଧୀନରେ ଆସେ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ସେମାନଙ୍କୁ ହସ୍ତାନ୍ତର ପାଇଁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ପ୍ରକ୍ରିୟା ପ୍ରାୟ ଗୋଟିଏ ବର୍ଷ ଧରି ବିଚାରାଧୀନ ଥିଲା । ‘ଚିକେନ୍ସ ନେକ୍’…

Read More