Author: TRUPTIMAYEE SAHOO

‘ପ୍ରକୃତି ସହର’ ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଭାରତୀୟ ସହରଗୁଡ଼ିକର ଅଭିବୃଦ୍ଧି ଜୀବାଶ୍ମ ଇନ୍ଧନ ବ୍ୟବହାରରେ ଆଗଧାଡ଼ିରେ ରହିଛି । ଫଳସ୍ୱରୂପ ପ୍ରଦୂଷଣ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ ହେଉଛି ଦେଶ । ଯେତେବେଳେ କି ଚୀନ୍ ଏବଂ ଅନ୍ୟ ଅନେକ ଦେଶ ସ୍ୱଚ୍ଛ ସହରୀକରଣ ହାସଲ କରିବାରେ ଆଗକୁ ବଢ଼ିଛନ୍ତି । ଏହି ଅଧ୍ୟୟନ ପାଇଁ, ଗବେଷକମାନେ ୨୦୧୯ ରୁ ୨୦୨୪ ମଧ୍ୟରେ ବିଶ୍ୱର ୫,୪୩୫ଟି ସହର ବିଶ୍ଳେଷଣ କରିଛନ୍ତି । ସାଟେଲାଇଟ୍-ଆଧାରିତ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ତଥ୍ୟ ଏବଂ GDPର ଆକଳନ ବ୍ୟବହାର କରି ଏପରି ତଥ୍ୟ ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ଉପରେ ରିପୋର୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ବିଶ୍ୱ ସ୍ତରରେ ଅତ୍ୟନ୍ତ ପ୍ରଦୂଷିତ ଏବଂ ଅତ୍ୟନ୍ତ ସମୃଦ୍ଧ ଭାବରେ ବର୍ଗୀକୃତ ୩୯୦ଟି ସହର ମଧ୍ୟରୁ (ଯେଉଁଠାରେ ଅର୍ଥନୈତିକ ଅଭିବୃଦ୍ଧି ସହିତ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି) ୧୩୮ ଟି ସହର…

Read More