Author: TRUPTIMAYEE SAHOO

ମାମଲା ରଦ୍ଦ କଲେ ହାଇକୋର୍ଟ ଗୀତାର ବାଣୀ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷ କରିଛି। ମାମଲାର ବିଚାର କରୁଥିବା ବିଚାରପତି ଗୀତାର ବାଣୀକୁ ମାନି ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ମାମଲାକୁ ରଦ୍ଦ କରିଛ଼ନ୍ତି। ଏପରି ଏକ ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେଆଇନ ଭାବେ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ପାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ଜଣେ ସମାନ ନାମଧାରୀ ବ୍ୟକ୍ତି’ଙ୍କ ବିରୋଧରେ ହୋଇଥିବା ଅପରାଧୀକ ମାମଲାକୁ ଖାରଜ କରିଦେଇଛନ୍ତି। ପ୍ରକୃତ ହିତାଧିକାରୀଙ୍କ ସହ ସମାନ ନାମ, ପିତାମାତା ଏବଂ ଠିକଣା ସେୟାର କରିଥିବା ବ୍ୟକ୍ତି ଜଣକ ଭୁଲ ଦେଖି ଟଙ୍କା ଫେରାଇ ଦେଇଥିଲେ। ଜଷ୍ଟିସ ସିବୋ ଶଙ୍କର ମିଶ୍ର ଏହି ଘଟଣାର ଅନିଚ୍ଛାକୃତ ତୃଟି ଦର୍ଶାଇ ଅଭିଯୁକ୍ତଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ବିଶେଷ କରି ଯେତେବେଳେ ଟଙ୍କା ଭୁଲରେ କିମ୍ବା ଅନ୍ୟାୟ ଭାବରେ ଗ୍ରହଣ କରାଯାଏ ସେତେବେଳେ ଟଙ୍କା ଫେରାଇବା ବାସ୍ତବତାକୁ ପ୍ରମାଣିତ କରିଥାଏ । ଏହା କେବଳ…

Read More