Author: TRUPTIMAYEE SAHOO

୧ କୋଟି ୪୬ ଲକ୍ଷ ପିଲା ଓ ୧୭.୭ ଲକ୍ଷ ମହିଳାଙ୍କ ପାଇଁ କୃମିନାଶକ ଔଷଧର ବ୍ୟବସ୍ଥା ଚଳିତ ଫେବୃଆରି ମାସରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ଉଦ୍ୟମରେ ସାରା ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ମହିଳା ଓ ଶିଶୁ ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ, ସଠିକ ପୋଷଣ ଓ ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶର ଲକ୍ଷ ନେଇ ଆସନ୍ତା ୧୦ ତାରିଖରେ ଏହା ପାଳନ କରାଯିବ । ଯେଉଁମାନେ ୧୦ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇପାରିନଥିବେ ସେମାନେ ଆସନ୍ତା ୧୭ ତାରିଖରେ ଏହି ଔଷଧ ଖାଇପାରିବେ । ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ପ୍ରତି ୬ ମାସରେ ଥରେ ସ୍କୁଲ ଆଉ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯାଉଛି । ଏହା ସହିତ ଏହି ଦିନମାନଙ୍କରେ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରଜନନକ୍ଷମ ମହିଳା ମାନଙ୍କୁ…

Read More