Author: TRUPTIMAYEE SAHOO

ଶୀର୍ଷରେ ଗୁଜରାଟ, ତାପଛକୁ ତାମିଳନାଡୁ ଓ ପଶ୍ଚିମବଙ୍ଗ ଗତ ତିନି ଦଶନ୍ଧି ମଧ୍ୟରେ ଭାରତର ଏକ ତୃତୀୟାଂଶରୁ ଅଧିକ ସମୁଦ୍ର କୂଳ କ୍ଷୟ ଆଶଙ୍କାରେ ରହିଛି। ଗୁଜରାଟରେ ସବୁଠାରୁ ଲମ୍ବା ଉପକୂଳ କ୍ଷୟ ଆଶଙ୍କା ଥିବା ବେଳେ ତାପଛକୁ ରହିଛି ତାମିଲନାଡୁ ଓ ପଶ୍ଚିମବଙ୍ଗ। ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ (ଏନସିସିଆର) ୧୯୯୦ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ଉପକୂଳ ଅଞ୍ଚଳଉପରେ ମଲ୍ଟି ସ୍ପେକ୍ଟ୍ରାଲ ସାଟେଲାଇଟ୍ ଫଟୋ ଏବଂ ଗ୍ରାଉଣ୍ଡ ସର୍ଭେ ଜରିଆରେ ନଜର ରଖିଥିଲା। କେନ୍ଦ୍ର କହିଛି ଯେ ଭାରତୀୟ ଉପକୂଳର ୩୩.୬% କ୍ଷୟ ହେବାର ଆଶଙ୍କା ରହିଛି, ୨୬.୯% ଅଭିବୃଦ୍ଧି (ବୃଦ୍ଧି) ଅଧୀନରେ ଅଛି ଏବଂ ୩୯.୬% ସ୍ଥିର ରହିଛି। ଏହି ଦୀର୍ଘକାଳୀନ ଉପକୂଳ ବିଶ୍ଳେଷଣ ସୂଚାଉଛି ଯେ ଗୁଜରାଟର ଉପକୂଳ ୫୩୭.୫ କିଲୋମିଟର (୨୮%), ତାମିଲନାଡୁର ୪୨୨.୯୪ କିଲୋମିଟର (୪୨.୭), ପଶ୍ଚିମବଙ୍ଗର ୩୨୩.୦୭ କିଲୋମିଟର (୬୦.୫), ଆନ୍ଧ୍ରପ୍ରଦେଶର ୨୯୪.୮୯ କିଲୋମିଟର (୨୮.୭) ଏବଂ କେରଳ ୨୭୫.୩୩ କିଲୋମିଟର…

Read More