Author: TRUPTIMAYEE SAHOO

Budget: ଏଥର ବଜେଟରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ବଜେଟର ଜାନୁଆରି ଶେଷ ସୁଦ୍ଧା ୫୮ ପ୍ରତିଶତ ଖର୍ଚ୍ଚ ହୋଇଥିବା ବିଧାନସଭାରେ ଶୁକ୍ରବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂତନ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସବୁ ବିଭାଗର ବାକି ଥିବା ଅର୍ଥ ଖର୍ଚ୍ଚ କରାଯିବ ବୋଲି ସେ  ବିରୋଧୀ ଆଣିଥିବା ଅଭିଯୋଗର ଜବାବ ଦେଇଛନ୍ତି। ୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆ ଯୋଜନାରେ ଟଙ୍କା ଖର୍ଚ୍ଚ ହୋଇପାରିନଥିଲା। ମୁଁ ମଧ୍ୟ ପୂର୍ବ ସରକାରକୁ ଦୋଷ ଦେଉନାହିଁ। କାରଣ ସେ ସମୟରେ ନିର୍ବାଚନ ଚାଲୁ ଥିଲା। ରୁଟିନ ଖର୍ଚ୍ଚ ବ୍ୟତୀତ ଆଉ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନଥିଲା। ଜୁଲାଇରେ ୨୦୨୪-୨୫ର ପୂର୍ଣ୍ଣ ବଜେଟ ଆସିବା ପରେ ନୂଆ ସରକାରଙ୍କୁ କେବଳ ଜାନୁଆରି ସୁଦ୍ଧା…

Read More