Author: TRUPTIMAYEE SAHOO

Thermal spray: ଶିଳ୍ପ ଦକ୍ଷତା ଉନ୍ନତିରେ ଏହା ମହତ୍ୱପୂର୍ଣ୍ଣ ଅବଦାନ ରଖେ ଥର୍ମାଲ୍ ସ୍ପ୍ରେ କନଫରେନ୍ସ୍ ଭବିଷ୍ୟତ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଶୁକ୍ରବାର ସିଏସ୍‌ଆଇଆର (କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ) – ଆଇଏମ୍‌ଏମ୍‌ଟି (ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି) ଓ ଇଣ୍ଡିଆନ୍ ଥର୍ମାଲ ସ୍ପ୍ରେ ଆସୋସିଏସନର ମିଳିତ ସହଯୋଗରେ ସିଏସ୍‌ଆଇଆର – ଆଇଏମ୍‌ଏମ୍‌ଟି ଅଡିଟୋରିଅମ୍‌, ଭୁବନେଶ୍ୱରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ଥର୍ମାଲ୍ ସ୍ପ୍ରେ କନ୍‌ଫରେନ୍ସକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆମେ ଯେଉଁ ଯୁଗରେ ଅଛୁ ସେଠାରେ ସ୍ଥାୟିତ୍ୱ ଏବଂ ଦକ୍ଷତା କେବଳ ଲକ୍ଷ ନୁହେଁ ବରଂ ଶିଳ୍ପର ପ୍ରଗତି ପାଇଁ ଆବଶ୍ୟକତା ରହିଛି । ଏହି…

Read More