Author: TRUPTIMAYEE SAHOO

High Court: ଭଙ୍ଗା ସମ୍ପର୍କ ପାଇଁ ନ୍ୟାୟ ବ୍ୟବସ୍ଥା ଯୁଦ୍ଧକ୍ଷେତ୍ର ହୋଇପାରିବ ନାହିଁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧୀକ ମାମଲାକୁ ରଦ୍ଦ କରି ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ଆଇନ ପ୍ରତ୍ୟେକ ବିଫଳ ପ୍ରତିଶ୍ରୁତିକୁ ସୁରକ୍ଷା ଦେଉନାହିଁ କି ପ୍ରତ୍ୟେକ ବିଫଳ ସମ୍ପର୍କ ଉପରେ ଅପରାଧୀକତା ଲଦିନାହିଁ। ଏଭଳି ଏକ ମାମଲାର ରାୟ ଶୁଣାଇ ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନର ଅଖଣ୍ଡତା ରକ୍ଷା କରିବା ଏବଂ ବ୍ୟକ୍ତିଗତ ନିରାଶା କିମ୍ବା ନୈତିକ ସଂଘର୍ଷକୁ ଦୂର କରିବା ପାଇଁ ଏହାକୁ ବ୍ୟବହାର ନ କରିବା ପାଇଁ ଅପରାଧୀକ ପ୍ରକ୍ରିୟାକୁ ରଦ୍ଦ କରିବା ଜରୁରୀ ବୋଲି କହିଛନ୍ତି। ବିବାହର ମିଥ୍ୟା ପ୍ରତିଶ୍ରୁତି ଆଳରେ ବିଫଳ ସମ୍ପର୍କର ସ୍ୱୟଂଚାଳିତ ଅପରାଧୀକରଣର ଯାଞ୍ଚ ପାଇଁ ଆହ୍ୱାନ ଦେଇ ସେ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ପ୍ରକୃତ ଅପରାଧର ସମାଧାନ କରିବା…

Read More