Author: TRUPTIMAYEE SAHOO

Income Tax: କମିଟିର ସଦସ୍ୟମାନଙ୍କୁ ନୂତନ ବିଲ୍ ବିଷୟରେ ଅବଗତ କରାଯାଇଥିଲା ଓ କେତେକ ସଦସ୍ୟ ଏହି ବିଲକୁ ନେଇ ପ୍ରାରମ୍ଭିକ ସନ୍ଦେହ ଏବଂ ପ୍ରଶ୍ନ ଉଠାଇଥିଲେ ଆୟକର ବିଲ୍ -୨୦୨୫ର ସମୀକ୍ଷା ପାଇଁ ଗଠିତ ସିଲେକ୍ଟ୍ ସଂସଦ କମିଟି ସୋମବାର ପ୍ରଥମ ଥର ପାଇଁ ବୈଠକ କରିଛି। ମିଳିଥିବା ସୂଚନା ଅନୁଯାୟୀ, କମିଟିର ସଦସ୍ୟମାନଙ୍କୁ ନୂତନ ବିଲ୍ ବିଷୟରେ ଅବଗତ କରାଯାଇଥିଲା ଏବଂ କିଛି ସଦସ୍ୟ ଏହି ବିଲ୍କୁ ନେଇ ପ୍ରାରମ୍ଭିକ ସନ୍ଦେହ ଓ ପ୍ରଶ୍ନ ଉଠାଇଥିଲେ। ଏହା ବ୍ୟତୀତ ବିଶେଷ କିଛି ହୋଇନାହିଁ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି। ନୂଆ ଆୟକର ବିଲ୍ର ସମୀକ୍ଷା କରି ମାର୍ଚ୍ଚ ୧୦ ସୁଦ୍ଧା ରିପୋର୍ଟ ଦେବା ପାଇଁ ଏହି କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଦାଖଲ ହେବା ପରେ ସରକାର କମିଟି ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବେ। ଏହାପରେ ଏହି ବିଲ୍କୁ ପୁଣି…

Read More