Author: TRUPTIMAYEE SAHOO

Jharsuguda: ଦିଓ୍ଵାର ଫିଲ୍ମ ଭଳି ମୋବାଇଲ କେମିତି ଆଦିତ୍ୟଙ୍କ ଜୀବନ ବଞ୍ଚାଇଲା ରଖେ ହରି ମାରେ କିଏ… ଏହି ଉକ୍ତିର ଉଦାହରଣ ହେଉଛନ୍ତି ଝାରସୁଗୁଡାର ଆଦିତ୍ୟ ପାରୁଆ। ଝାରସୁଗୁଡ଼ାରେ ରବିବାର ଆଦିତ୍ୟଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ।  ହେଲେ ନିଜ ପ୍ୟାଣ୍ଟ୍ର ବାମ ପାର୍ଶ୍ୱ ପକେଟ୍ ଭିତରେ ରଖାଯାଇଥିବା ମୋବାଇଲ୍ ଫୋନରେ ଗୁଳି ଫସି ଯିବାରୁ ସେ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଯାହା ଏଠାରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଦିୱାର’ର ଏକ ମୁହୂର୍ତ୍ତକୁ ମନେ ପକାଇ ଦେଉଛି। ଯେଉଁଥିରେ ଏକ ତମ୍ବା ବ୍ୟାଜ୍ ତାଙ୍କୁ ଖଳନାୟକଙ୍କ ଗୁଳିରୁ ରକ୍ଷା କରୁଛି। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଆଦିତ୍ୟ ପାରୁଆଙ୍କୁ ରବିବାର କେତେକ ଦୁର୍ବୃତ୍ତ ବିବାଦକୁ କେନ୍ଦ୍ର କରି ଗୁଳି ଚଳାଇଥିଲେ। ତେବେ ଗୁଳିଟି ମୋବାଇଲ ଫୋନରେ ବାଜି ଅଟକି ରହିଯାଇଥିଲା। ତାଙ୍କୁ ଟିକିଏ ବି ଆଘାତ ଲାଗିନଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଦୁଇ ଭାଇଭଉଣୀଙ୍କ ସମେତ…

Read More