Author: TRUPTIMAYEE SAHOO

Digital Arrest: ଜଣେ ଅଜଣା କଲର ନିଜକୁ ଇଡି ଅଫିସର ବୋଲି ପରିଚୟ ଦେଇ ତାଙ୍କୁ ୪ ଦିନ ପାଇଁ ଡିଜିଟାଲ ଗିରଫ କରିଥିଲା  ‘ଡିଜିଟାଲ ଗିରଫ’ କୌଶଳ ବ୍ୟବହାର କରି ସାଇବର ଅପରାଧୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀ ପରିଚୟ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ୧୪ ଲକ୍ଷ ଟଙ୍କା ଠକି ନେଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ସାଇବର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ କୁଳପତି ଭଳି ଜଣେ ଶିକ୍ଷିତ ଓ ସଚେତନ ମହିଳା ବି ସାଇବର ଠକେଇର ଶିକାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଫେସର ଦାଶ ପୁଲିସକୁ ସୂଚନା ଦେଇଛନ୍ତି ଯେ ଜଣେ ଅଜଣା କଲର ନିଜକୁ ଇଡି ଅଫିସର ବୋଲି ପରିଚୟ ଦେଇ ତାଙ୍କୁ ୪ ଦିନ ପାଇଁ ଡିଜିଟାଲ ଗିରଫ କରିଥିଲା । ଏହାପରେ ସେ ତାଙ୍କ ମୁକ୍ତି ପାଇଁ…

Read More