Author: TRUPTIMAYEE SAHOO

Waqf Bill: ଲୋକସଭାରେ ପ୍ରବଳ ହଟ୍ଟଗୋଳ ପରେ ଓ୍ଵାକଫ୍ (ସଂଶୋଧନ) ବିଲ୍ ୨୦୨୫ ପାରିତ ହୋଇଛି ଏବଂ ଏବେ ରାଜ୍ୟସଭାରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ୧୨ ଘଣ୍ଟାର ମାରାଥନ ବିତର୍କ, ସରକାର ଓ ବିରୋଧୀଙ୍କ ମଧ୍ୟରେ ବାରମ୍ବାର ଦାବି ଓ ଖଣ୍ଡନ ଏବଂ ଏକାଧିକ ପ୍ରଶ୍ନ ଉପରେ ମତଦାନ – ୱାକଫ (ସଂଶୋଧନ) ବିଲ୍, ୨୦୨୫ ଶେଷରେ ଗୃହୀତ ହେବା ପୂର୍ବରୁ ଲୋକସଭାରେ ଏକ ବିରାଟ ନାଟକ ଦେଖିବାକୁ ମିଳିଥିଲା । ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ୍ ପଡ଼ିଥିବା ବେଳେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଦୀର୍ଘ ବିତର୍କ ଓ ଅନେକ ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିଲା ଏବଂ ଏବେ ରାଜ୍ୟସଭାରେ ଏହାର ପରୀକ୍ଷା ହେବ। କଂଗ୍ରେସ ନେତୃତ୍ୱଧୀନ ୟୁପିଏ ସରକାର ସମୟରେ ତୁଷ୍ଟୀକରଣ ରାଜନୀତି ପାଇଁ ୨୦୧୩ରେ ପ୍ରଚଳିତ ଓ୍ଵାକଫ୍ ଆଇନରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରି ସରକାର ଓ୍ଵାକଫ୍ ବିଲ୍ ଆଗତ କରିଥିଲେ।…

Read More