Author: TRUPTIMAYEE SAHOO

Supreme Court: ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଅନୁମୋଦନ କରିଛନ୍ତି ଯେ ଚୟନ ପ୍ରକ୍ରିୟା ଜାଲିଆତି ଦ୍ୱାରା ହୋଇଛି ଏବଂ ଯାହା ସୁଧାର ବାହାରେ ହୋଇଛି। ପଶ୍ଚିମବଙ୍ଗ ବିଦ୍ୟାଳୟ ଚୟନ ଆୟୋଗ (ଏସ୍ଏସସି) ପକ୍ଷରୁ ୨୦୧୬ମସିହାରେ ହୋଇଥିବା ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ଅବୈଧ ଘୋଷଣା କରିବା ପାଇଁ କଲିକତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଗୁରୁବାର ବଜାୟ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଅନୁମୋଦନ କରିଛନ୍ତି ଯେ ଚୟନ ପ୍ରକ୍ରିୟା ଜାଲିଆତି ଦ୍ୱାରା ହୋଇଛି ଏବଂ ଯାହା ସୁଧାର ବାହାରେ ହୋଇଛି। କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ କୋର୍ଟ ବିଚାର କରୁଥିଲେ। ରାୟ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି ଯେ…

Read More