Author: TRUPTIMAYEE SAHOO

Waqf land: ଦ୍ୱାଦଶ ଶତାବ୍ଦୀରେ ଦୁଇଟି ଗାଁର ଉପହାରରୁ ଭାରତରେ ୱାକଫର ଇତିହାସ ଆରମ୍ଭ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ କହିଛନ୍ତି ଯେ ୧୯୧୩ରୁ ୨୦୧୩ ମଧ୍ୟରେ ୱାକଫ୍ ବୋର୍ଡର ୧୮ ଲକ୍ଷ ଏକର ଜମି ଥିଲା। ତେବେ ଗତ ୧୨ ବର୍ଷ ମଧ୍ୟରେ ୨୧ ଲକ୍ଷ ଏକର ଜମି ଯୋଡ଼ାଯାଇଛି। ୨୦୧୩ରେ ୧୯୯୫ ର ୱାକଫ ଆଇନରେ ସଂଶୋଧନ କରାଯାଇଥିଲା । ବୁଧବାର ଆଗତ ୱାକଫ୍ ସଂଶୋଧନ ବିଲ୍ ୨୦୨୪ ଉପରେ ବିତର୍କ ବେଳେ ଶାହା ଏହା କହିଛନ୍ତି। ଭାରତରେ ୱାକଫ୍ ସମ୍ପତ୍ତିର ଇତିହାସ ଦ୍ୱାଦଶ ଶତାବ୍ଦୀର ଶେଷ ଭାଗରେ ଦୁଇଟି ଗାଁରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ୩୯ ଲକ୍ଷ ଏକରକୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ, ଗତ ୧୨ ବର୍ଷ ମଧ୍ୟରେ ଭାରତରେ ଓ୍ଵାକଫ୍ ବୋର୍ଡ ଅଧୀନରେ ଥିବା ମିଳିତ ଜମି ଦ୍ୱିଗୁଣିତ ହୋଇଛି। ବୁଧବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହ ୱାକଫ୍…

Read More