Author: TRUPTIMAYEE SAHOO

Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ବାବାସାହେବ ଭୀମରାଓ ଆମ୍ବେଦକର ଧର୍ମ ଆଧାରରେ ସଂରକ୍ଷଣ ହେବା ଉଚିତ ନୁହେଁ ଏବଂ ସମ୍ବିଧାନ ମଧ୍ୟ ଏହାକୁ ବାରଣ କରିଛି, କିନ୍ତୁ କର୍ଣ୍ଣାଟକର କଂଗ୍ରେସ ସରକାର ଅନୁସୂଚିତ ଜନଜାତି ଏବଂ ଓବିସିଙ୍କ ଅଧିକାରକୁ ଛଡ଼ାଇ ନେଇ ଧର୍ମ ଆଧାରରେ ଟେଣ୍ଡରରେ ସଂରକ୍ଷଣ ଦେଇଛନ୍ତି। ହରିୟାଣାର ଯମୁନା ନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯଦି ପ୍ରକୃତରେ ମୁସଲମାନମାନଙ୍କ ପ୍ରତି କଂଗ୍ରେସର ସହାନୁଭୂତି ରହିଛି, ତା’ହେଲେ ଜଣେ ମୁସଲମାନଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ଉଚିତ ଏବଂ ସମ୍ପ୍ରଦାୟର ଲୋକଙ୍କୁ ୫୦ ପ୍ରତିଶତ ଟିକେଟ୍ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ହିସାରର ମହାରାଜା ଅଗ୍ରସେନ ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ବିଲ୍ଡିଂର ଶିଳାନ୍ୟାସ ଏବଂ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣ…

Read More