Author: TRUPTIMAYEE SAHOO

Waqf Act:  ଏନଡିଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା ଏବଂ ୟୁନିଫର୍ମ ସିଭିଲ କୋଡ୍ ଭଳି ବିଭିନ୍ନ ପ୍ରସଙ୍ଗ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଆଭିମୁଖ୍ୟ କେବଳ ସମ୍ବିଧାନକୁ ପାଳନ ନ କରିବା ନୁହେଁ ବରଂ ଦେଶର ସାମ୍ବିଧାନିକ ପ୍ରକ୍ରିୟା ଉପରେ ବିଶ୍ୱାସର ଅଭାବର ପ୍ରତିଫଳନ । ଓ୍ୱାକଫ ଆଇନ ବିବାଦକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଶୋଧିତ ଓ୍ଵାକଫ ଆଇନକୁ ନିଜ ରାଜ୍ୟରେ ଲାଗୁ କରିବାକୁ ସିଧାସଳଖ ମନା କରିବାରୁ ତାଙ୍କର ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର ନା ସାମ୍ବିଧାନିକ ଅଧିକାର ରହିଛି କି ନାହିଁ ତାହା ଉପରେ ପ୍ରଶ୍ନ ଉଠୁଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ…

Read More