Author: TRUPTIMAYEE SAHOO

Karnataka Census report : ଜାଣିଛୁ କ୍ୟାଟେଗୋରୀ-୧ରେ ମୁଖ୍ୟତଃ ପଛୁଆ ବର୍ଗଙ୍କ ମଧ୍ୟରେ ଯାଯାବର, ଅର୍ଦ୍ଧଯାଯାବର, ଛୋଟ ଏବଂ ସବୁଠାରୁ ଛୋଟ ସମ୍ପ୍ରଦାୟର ଜାତି ରହିଛନ୍ତି ଜାତିଗତ ଜନଗଣନା ରିପୋର୍ଟର ଲିକ୍ ହୋଇଥିବା ତଥ୍ୟରୁ ଜଣାପଡୁଛି ଯେ ପଛୁଆ ବର୍ଗ ସଂରକ୍ଷଣ ତାଲିକାର ପ୍ରଥମ ଶ୍ରେଣୀରେ ଆସୁଥିବା ଜାତିମାନଙ୍କ ପାଇଁ କ୍ରିମ ଲେୟାର ନୀତି ପ୍ରଚଳନ କରିବାକୁ ଦାବି କରାଯାଇଛି। ଏହି ଦସ୍ତାବିଜରେ କୁହାଯାଇଛି ଯେ ପ୍ରଥମ ଶ୍ରେଣୀର ଅନେକ ଲୋକ ମଧ୍ୟ (ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ରାଜନୈତିକ) ଅଗ୍ରଗତି ହାସଲ କରିଛନ୍ତି। ତେଣୁ ଏହି ନୀତି ଅଧୀନରେ ଅଣାଯାଇଥିବା ୨ଏ, ୨ବି, ୩ଏ ଓ ୩ବି ବର୍ଗ ଭଳି ପ୍ରଥମ ଶ୍ରେଣୀରେ ମଧ୍ୟ କ୍ରିମି ଲେୟାର ପଲିସି ଲାଗୁ ହେବା ଦରକାର। ପ୍ରଥମ ଶ୍ରେଣୀପାଇଁ ମଧ୍ୟ ନିଯୁକ୍ତି ଦେବା ବେଳେ କ୍ରିମି ଲେୟାର ନୀତି ଲାଗୁ ହେବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ଜୟପ୍ରକାଶ ହେଗଡେଙ୍କ ଅଧ୍ୟକ୍ଷତାରେ ଗଠିତ…

Read More