Author: TRUPTIMAYEE SAHOO

ଇରାନ୍‌ର ସନ୍ଦେହାସ୍ପଦ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଏବେ ତା’ ପଛରେ ପଡ଼ି ଯାଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କ ପରମ ମିତ୍ର ଭାବରେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବେଞ୍ଜାମିନ୍ ଓ ଇରାନ୍ ଉଭୟ ଉପରେ ଆକ୍ରମଣ ଚଳାଇଛନ୍ତି । ଏଣୁ ଟ୍ରମ୍ପଙ୍କ ମାନସିକତା ସମ୍ପ୍ରତି ଦୋଦୁଲ୍ୟମାନ ସ୍ଥିତିରେ । ଆଉ ଏକ କଥା ହେଉଛି ଏହା ସମସ୍ତଙ୍କୁ ଜଣା ଯେ ଆମେରିକାର ରାଷ୍ଟ୍ରପତି ପ୍ରାୟତଃ ବେଶୀ ସମୟ ନିର୍ଦ୍ଦିଷ୍ଟ ସ୍ଥିତିରେ ରହି ପାରନ୍ତି ନାହିଁ ।  ଇରାନ୍ ଉପରେ ଆକ୍ରମଣ କରିବା ପାଇଁ ଏକ ଯୋଜନାକୁ ମଞ୍ଜୁର କରି ସାରିଛନ୍ତି, ଆଉ ତା’ ପରେ ଏହି ଯୋଜନାକୁ ଝୁଲା ଅବସ୍ଥାରେ ରଖୁଛନ୍ତି କେବଳ ଏଇ ଅପେକ୍ଷାରେ ଯେ ଇରାନ୍‌କୁ ତା’ର ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଭଲ ଭାବରେ ଚିନ୍ତା କରିବା ପାଇଁ ଆଉ କିଛି ସମୟ ଦେବେ ।…

Read More