Author: TRUPTIMAYEE SAHOO

ଅଫିସର ମୁଦ୍ରା ଗାରୋଲାଙ୍କ ବିଷୟରେ କ୍ୱଚିତ୍ ଜାଣିଥିବେ ଯିଏ UPSC ପାସ୍ କରି IPS ଏବଂ ତା’ପରେ IAS ହୋଇଥିଲେ । ତାଙ୍କ ବାପାଙ୍କ UPSC ପାସ୍ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ, ସେ ତାଙ୍କର ଡାକ୍ତରୀ ବୃତ୍ତି ଛାଡି ଦୁଇଥର ପରୀକ୍ଷାରେ ପାସ୍ କରିଥିଲେ । ଏହା ପରେ ସେ ବହୁତ ଲୋକପ୍ରିୟ ହୋଇଗଲେ । ଥରେ ମଧ୍ୟ UPSC ପରୀକ୍ଷାରେ ପାସ୍ କରିବା ବହୁତ କଷ୍ଟକର, କିନ୍ତୁ ମୁଦ୍ରା ଗାରୋଲା ଦେଶର ସେହି ଅଧିକାରୀଙ୍କ ମଧ୍ୟରୁ ଜଣେ ଯିଏ ଏହି ପରୀକ୍ଷାରେ ଥରେ ନୁହେଁ ବରଂ ଦୁଇଥର ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୦୨୧ ମସିହାରେ ପ୍ରଥମ ଥର ପାଇଁ ସେ ୧୬୫ ତମ ରାଙ୍କ ସହିତ UPSC ପାସ୍ କରିଥିଲେ ଏବଂ IPS ପାଇଁ ମନୋନୀତ ହୋଇଥିଲେ । କିନ୍ତୁ, ସେ ଏଥିରେ ସନ୍ତୁଷ୍ଟ ନଥିଲେ ଏବଂ ପରବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ ।…

Read More