Author: TRUPTIMAYEE SAHOO

ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଆହୁରି ତୀବ୍ର ହେଉଛି । ଜୁନ ୧୩, ୨୦୨୫ରୁ ଚାଲିଥିବା ଏହି ଲଢ଼େଇରେ ଉଭୟ ଦେଶ ପରସ୍ପରକୁ ପ୍ରତିଆକ୍ରମଣ କରି ଘେରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ଡିଫେନ୍ସ ଫୋର୍ସେସ ଏକ ଭିଡିଓ ଜାରି କରି ବିଶ୍ୱକୁ ସତର୍କ କରିଛି । ଭିଡିଓରେ କୁହାଯାଇଛି ଯେ କେବଳ ଇସ୍ରାଏଲ ନୁହେଁ, ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଇରାନକୁ ନେଇ ସତର୍କ ରହିଛନ୍ତି । ଇସ୍ରାଏଲ ଦାବି କରିଛି ଯେ ଇରାନ କେବଳ ଇସ୍ରାଏଲକୁ ନୁହେଁ, ବରଂ ସମଗ୍ର ପଶ୍ଚାତ୍ୟ ଜଗତକୁ ନଷ୍ଟ କରିବାର ପ୍ରସ୍ତୁତି କରୁଛି । ଏବଂ ଏଥିପାଇଁ ତାର ପାଖରେ ଏମିତି ଚାରୋଟି ଅସ୍ତ୍ର ରହିଛି , ଯାହା ଯେକୌଣସି ଦେଶକୁ ପରାସ୍ତ କରିବାର କ୍ଷମତା ରଖିଛି । ଇସ୍ରାଏଲ ଅନୁସାରେ, ଲସ ଏଞ୍ଜେଲସରୁ ନ୍ୟୁୟର୍କ ଯିବା ପାଇଁ ଉଡ଼ାଣରେ ୫.୫ ଘଣ୍ଟା ଲାଗେ, କିନ୍ତୁ ଇରାନରୁ…

Read More