Author: TRUPTIMAYEE SAHOO

ଉତ୍ତର ପ୍ରଦେଶରେ ଯେପରି ଜାଠ୍ ଭୋଟରଙ୍କ ଉପରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି ) ଭରିଷା କରି ରାଜନୀତି କରୁଛି ସେହିପରି ଓଡ଼ିଶାରେ ଓବିସିର ସବୁଠାରୁ ବଡ଼ ବର୍ଗ କୁହାଯାଉଥିବା ଯାଦବମାନଙ୍କ ଉପରେ ନଜର ପାକଇଛି । ଏଥିପାଇଁ ଓଡ଼ିଶାରେ ପ୍ରଥମ ଥର ଆରଏଲଡି ନିଜର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଜଣେ ଯୁବ ଯାଦବ ନେତାଙ୍କୁ ଏହାର ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି । ରାଜ୍ୟରେ ଓବିସି ଭୋଟରଙ୍କ ସଂଖ୍ୟା ୫୪ପ୍ରତିଶତ କୁହାଯାଉଥିବା ବେଳେ ଏହାର ସିଂହଭାଗ ହେଉଛନ୍ତି ଯାଦବ ଭୋଟର । ଏମାନଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ ବୋଲି କୁହାଯାଉଛି । ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୩୫ଟି ଆସନରେ ଏହି ଜାତିର ଭୋଟରଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବା ବେଳେ ଆଉ ୨୦ଟି ଆସନରୁ ୩୦ରୁ ୫୦ ପ୍ରତିଶତ ଭୋଟର ଅଛନ୍ତି । ଯଦି ଭୋଟରଙ୍କୁ ଧ୍ରୁବିକାରଣ କରାଯାଏ ତେବେ ରାଜ୍ୟ…

Read More