Author: TRUPTIMAYEE SAHOO

ଓଡ଼ିଶାରେ ଅଫିସରମାନଙ୍କର ଆଧିପତ୍ୟ, ଯାହାକୁ ସାଧାରଣତଃ ‘ବାବୁରାଜ’ କୁହାଯାଏ । ଏକ ଦୀର୍ଘଦିନର ସମସ୍ୟା ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଅଫିସରମାନଙ୍କ (ଓଏଏସ୍) କାର୍ଯ୍ୟବନ୍ଦ ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାଭାବେ ଉଭା ହୋଇଛି । ଏହା ସରକାରୀ ବ୍ୟବସ୍ଥାରେ ଅଫିସରମାନଙ୍କର ଅତ୍ୟଧିକ ପ୍ରଭାବ ଏବଂ ନିର୍ବାଚିତ ସରକାରଙ୍କ ଉପରେ ଏହାର ପ୍ରଭାବକୁ ପୁଣିଥରେ ଆଲୋଚନାକୁ ଆଣିଛି । ଓଡ଼ିଶାରେ ବାବୁରାଜ କିଛି ନୂଆ କଥା ନୁହେଁ । ମାତ୍ର ବର୍ଷେ ଦୁଇବର୍ଷ ତଳେ ଓଡ଼ିଶାରେ ଅଫିସରଙ୍କ ଶକ୍ତି ଚରମରେ ଥିଲା । ଏହାର ପୁରୋଧା ଥିଲେ ଭି.କେ ପାଣ୍ଡିଆନ। ପାଣ୍ଡିଆନଙ୍କ ଅବିର୍ଭାବରେ ନେତା ଗୌଣ ଓ ଅଫିସର ସର୍ବଶକ୍ତିମାନ ହୋଇଯାଇଥିଲେ। ଅଫିସର ପେଣ୍ଡାଲରେ ବସୁଥିଲେ । ନେତା ଟେଣ୍ଟ୍ ବାନ୍ଧୁଥିଲେ । ଏମିତିକି ଓଡ଼ିଶା ରାଜନୀତିର ଶକ୍ତିଶାଳୀ ନେତାମାନେ ରାସ୍ତାରେ ଟ୍ରାଫିକ୍ ପରିଚାଳନା କରୁଥିଲେ । ଅତୀତର ସେହି ଦୃଶ୍ୟକୁ ଯଦି ମନେପକାଯାଏ,ତେବେ ବର୍ତ୍ତମାନର ଓଏଏସ୍ ଅଧିକାରୀଙ୍କ…

Read More