Author: TRUPTIMAYEE SAHOO

ଦିଲ୍ଲୀ ଏନସିଆରରେ ଏବେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ ବାତିଲ କରି ସେଗୁଡ଼ିକୁ ସ୍କ୍ରାପ କରାଯାଉଛି । ଏହା ସରକାରୀ ନିୟମର ଏକ ଅଂଶ । ଯଦିଓ ଏହି ନିୟମ ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ, ଦିଲ୍ଲୀ-ଏନସିଆରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ୫୦ ବା ୧୦୦ ବର୍ଷ ପୁରୁଣା ଭିଣ୍ଟେଜ କାରଗୁଡ଼ିକ କିପରି ଏହି ନିୟମରୁ ଛାଡ଼ ପାଉଛନ୍ତି । ଆପଣ ନିଶ୍ଚିତ ଭାବେ ଭିଣ୍ଟେଜ କାରଗୁଡ଼ିକୁ ରାସ୍ତାରେ, ଭିଣ୍ଟେଜ କାର ରାଲିରେ କିମ୍ବା କେତେକ ବିଶେଷ ବ୍ୟକ୍ତିଙ୍କ ଘରେ ଦେଖିଥିବେ । ଏହି କାରଗୁଡ଼ିକର କେତେକ ୫୦ ବର୍ଷ ପୁରୁଣା, ଆଉ କେତେକ ୧୦୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ହୋଇପାରେ । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ଯେ ଭାରତରେ ୧୦୦ ବର୍ଷ ପୁରୁଣା…

Read More