Author: TRUPTIMAYEE SAHOO

ପୂର୍ବ ସରକାର ଅମଳରେ ବନ୍ଦ ହୋଇଥ‌ିବ ଶ୍ରୀମନ୍ଦିରର ଚିନି ଦ୍ଵାର ଖୋଲିବାକୁ ମୋହନ ସରକାର ଶପଥ ଗ୍ରହଣ କରିବା ପରେ ପ୍ରଥମ ନିଷ୍ପତ୍ତି ନେଇଥିଲେ। ବିଜେପିର ନିର୍ବାଚନ ପ୍ରତିଶ୍ରୁତିରେ ଏହା ପ୍ରମୁଖ ପ୍ରସଙ୍ଗ ଥିଲା । ତେବେ ତତ୍‌କାଳୀନ ନବୀନ ସରକାର ସମୟରେ ତିନି ଦ୍ୱାର ବନ୍ଦକୁ ନେଇ ଚୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ଭକ୍ତ ମହଲରେ। ଏବେ ଆରଟିଆଇରେ ତିନି ଦ୍ୱାର ବନ୍ଦକୁ ନେଇ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଚକିତ କରିଛି । ଏଥସହ ଆଉ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, କାହିଁକି ଏହି ତିନିଦ୍ୱାର ବନ୍ଦ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମିଛ କହିଥିଲେ । ସୂଚନା ଅଧିକାର କର୍ମୀ ପ୍ରକାଶ ଦାଶ ଏହି ପ୍ରସଙ୍ଗରେ ତଥ୍ୟ ପାଇଁ ଆବେଦନ କରିଥିଲେ । ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିରର ତିନି ଦ୍ୱାର ବନ୍ଦ…

Read More