Author: TRUPTIMAYEE SAHOO

ଜୁଲାଇ୪,୨୦୨୬ରେ ଆମେରିକାର ୨୫୦ ତମ ଜନ୍ମଦିନ । ଏହିଭଳି ଭବିଷ୍ୟବାଣୀ ସମସ୍ତଙ୍କ ଠାରୁ ଲୁଚାଇ ରଖାଯାଇଥାଏ। ସାମ୍ରାଜ୍ୟଗୁଡ଼ିକ ସେମାନଙ୍କ ପତନ ଆଗରୁ ଘୋଷଣା କରନ୍ତି ନାହିଁ। ସେମାନେ ନୀରବରେ ପୂର୍ବ ସ୍ଥିତିକୁ ଫେରିନପାରିବାର ବାସ୍ତବତାକୁ ଗ୍ରହଣ କରି ନିଅନ୍ତି।ଏହି ପତନର ଢାଞ୍ଚା ସର୍ବବ୍ୟାପୀ – ସଂସ୍କୃତିକ, ଭୌଗୋଳିକ ଓ ପ୍ରଯୁକ୍ତିବିଦ୍ୟା ପର୍ଯନ୍ତ। ରୋମ୍ ଗଣତାନ୍ତ୍ରିକ ସାମ୍ରାଜ୍ୟକୁ ଲାଗିଥିଲା ୨୪୪ ବର୍ଷ। ଅଟୋମାନ ସାମ୍ରାଜ୍ୟକୁ ଉତ୍ଥାନର ଶିଖର ଠାରୁ ତଳକୁ ଆସିବାକୁ ଲାଗିଥିଲା ୨୫୦ ବର୍ଷ । ବ୍ରିଟେନ୍ ସାମ୍ରାଜ୍ୟର ବିଘଟନ ୨୫୧ ବର୍ଷ। ଏହି ଗାଣିତିକ ନିର୍ଭୁଲତା କୌଣସି ପ୍ରକାର ସଂଯୋଗକୁ ଅସ୍ୱୀକାର କରିପାରେ । କିନ୍ତୁ ସତ । ୨୦୨୬ ମସିହା ଜୁଲାଇ ୪ ତାରିଖରେ ଆମେରିକା ଠିକ୍ ୨୫୦ ବର୍ଷ ପୂରଣ କରିବ। ଆଲଗୋରିଦମ ଅନିବାର୍ଯ୍ୟତା ସହିତ ପାଞ୍ଚଟି ମେଟ୍ରିକ୍ସ ଗୋଟିଏ ବିନ୍ଦୁ ଆଡ଼କୁ ଅଗ୍ରସର ହୁଏ । ପ୍ରଥମତଃ, ଋଣ-ଜିଡିପି ଅନୁପାତ, ବର୍ତ୍ତମାନ ୧୨୩%। ଏହା ୨୦୨୬ସୁଦ୍ଧା,…

Read More