Author: TRUPTIMAYEE SAHOO

ଜୟନ୍ତ ସେଠ୍‍ ଜାଣନ୍ତି କି, ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତାରୁ ସୃଷ୍ଟି କରାଯାଏ, ସେଥିରେ ପ୍ରାୟ ୧୦ ହଜାର ରୁ ୧୫ ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ। ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣିରେ ପକାଇବା ବେଳେ ପୋକ ସବୁ ମରନ୍ତି। ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା। ଏପରିକି ଶ୍ରୀ ମନ୍ଦିର ରେ ଲାଗି ହେଉଥିବା ମହାପ୍ରଭୁଙ୍କର ଯାବତୀୟ ପାଟ ବସ୍ତ୍ର ପାଇଁ କେତେ ଯେ ରେଶମ କୀଟ ବଳି ପଡ଼ିଛନ୍ତି ତା’ର ହିସାବ ନାହିଁ। କିନ୍ତୁ ୨୦୨୩ ବେଳକୁ ଏଥିରେ ରୋକ ଲାଗିବାର ପ୍ରକ୍ରିୟା ଆରମ୍ଭ ହେଲା। ରାଜ୍ୟ ସରକାରଙ୍କ ସଚିବ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ କେମିତି ରେଶମ ପୋକଙ୍କୁ ହତ୍ୟା ନ କରି, ସେମାନଙ୍କର…

Read More