Author: TRUPTIMAYEE SAHOO

ଭୁବନେଶ୍ୱର ବିକାଶ ପ୍ରାଧିକାରୀ (ବିଡିଏ) ଦ୍ୱାରା ପ୍ରସ୍ତାବିତ “ନୂଆ ଭୁବନେଶ୍ୱର” ଟାଉନସିପ୍ ଯୋଜନାକୁ ନେଇ ଢେର ଆଲୋଚନା ହେଉଛି । ଭୁବନେଶ୍ୱରର ଉପକଣ୍ଠରେ ମାଲିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣା ଅଞ୍ଚଳରେ ୮୦୦ ଏକର ଜମିରେ ଏକ ଆଧୁନିକ ସାଟେଲାଇଟ୍ ସହର ନିର୍ମାଣର ମହତ୍ୱାକାଂକ୍ଷୀ ଯୋଜନା। ଏହି ଯୋଜନା ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ଇନଫ୍ରାସ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ର ସହାୟତାରେ ଡିଜାଇନ୍ କରାଯାଉଛି ଏବଂ ଏହା ଧୋଲେରା ଏସ୍ଆଇଆର୍ ଓ ଗିଫ୍ଟ ସିଟି ଭଳି ମଡେଲକୁ ଅନୁସରଣ କରୁଛି। ଏହା ଓଡ଼ିଶାର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ତେବେ ନୂଆ ଭୁବନେଶ୍ୱର ପାଇଁ କିଛି ସମ୍ଭାବ୍ୟ ଚ୍ୟାଲେଂଜ୍ ରହିଛି । ଏହା ସହିତ ’ନୂଆ ଭୁବନେଶ୍ୱର’କୁ ‘ପୁରୁଣା ଭୁବନେଶ୍ୱର’ (ଏଠାରେ ପୁରୁଣା କହିଲେ ଉଭୟ ଓଲ୍ଡ ଟାଉନ୍ ଓ ୧୯୪୮ରେ ନିର୍ମିତ ଭୁବନେଶ୍ୱର କଥା କୁହାଯାଉଛି )ଠାରୁ ଅନେକ କିଛି ଶିକ୍ଷା ନେବାର…

Read More