Author: TRUPTIMAYEE SAHOO

ଭାବନ୍ତୁ ତ— ଜଣେ ମହିଳା, ଯାହାଙ୍କ ସ୍ୱାମୀ ଇଂରେଜ ସରକାରର ଜଣେ ବଡ଼ ପୋଲିସ ଅଫିସର। ହେଲେ ସେହି ସ୍ତ୍ରୀ ନିଜ ଦେଶ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ସ୍ୱାମୀଙ୍କ ଛାତିରେ ଗୁଳି ଚଳାଇବାକୁ ପଛାଇ ନଥିଲେ! ଏହା କୌଣସି କାଳ୍ପନିକ ସିନେମାର କାହାଣୀ ନୁହେଁ। ଏହା ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ରକ୍ତଭିଜା ସତ୍ୟ, ଯାହାକୁ ବୋଧହୁଏ ଆଜିର ପିଢ଼ି ପାଖରେ ପହଞ୍ଚିବାକୁ ଦିଆଯାଇ ନାହିଁ। ଆମେ କହୁଛୁ ଆଜାଦ ହିନ୍ଦ୍ ଫୌଜର ଝାନ୍ସୀ ରାଣୀ ରେଜିମେଣ୍ଟର ସେହି ଅଦମ୍ୟ ବୀରାଙ୍ଗନାଙ୍କ କଥା, ଯାହାଙ୍କ ନାମ ଥିଲା ନୀରା ଆର୍ଯ୍ୟ। ଭାରତ ସରକାରଙ୍କ ‘ଆଜାଦୀ କା ଅମୃତ ମହୋତ୍ସବ’ରେ ତାଙ୍କୁ ଦେଶର ପ୍ରଥମ ମହିଳା ଗୁପ୍ତଚର ଭାବେ ସମ୍ମାନ ଦିଆଯାଇଛି। କିନ୍ତୁ ପ୍ରକୃତରେ କିଏ ଥିଲେ ଏହି ନୀରା ଆର୍ଯ୍ୟ? ନେତାଜୀଙ୍କୁ ବଞ୍ଚାଇବାକୁ ଯାଇ ସେ କାହିଁକି ନିଜ…

Read More