Author: TRUPTIMAYEE SAHOO

ଭାରତର ସବୁଠୁ ଚର୍ଚ୍ଚିତ ଆର୍ଥିକ ପ୍ରତାରଣା ମାମଲାର ଅଭିଯୁକ୍ତ ତଥା “ମହାଠକ” ଭାବେ ପରିଚିତ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଏଥର କାରଣ ହେଉଛି ତାଙ୍କର ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ପ୍ରସ୍ତାବ—ସେ ଆଇପିଏଲ୍‌ର ପ୍ରସିଦ୍ଧ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କୁ ୧ ବିଲିୟନ୍ ଡଲାର (ପ୍ରାୟ ୮ ହଜାର କୋଟି ଟଙ୍କାରୁ ଅଧିକ) ଦେଇ କିଣିବାକୁ ଚାହୁଁଛନ୍ତି। ସୁକେଶ ଏହି ବୋଲିକୁ ନିଜେ “ଏକ ସ୍ପେସିଆଲ୍ ଗିଫ୍ଟ” ବୋଲି କହିଛନ୍ତି, ଯାହା ସେ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡେଜଙ୍କ ପାଇଁ ଦେବାକୁ ଚାହୁଁଛନ୍ତି । ଏହି କଥା ସେ ଡିୟାଜିଓ କମ୍ପାନୀକୁ ଲେଖାଯାଇଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯାହା ବର୍ତ୍ତମାନ RCB ଟିମ୍‌ର ମାଲିକ। ଜେଲରେ ରହି ବିଲିୟନ୍ ଡଲାରର ସ୍ୱପ୍ନ ବିସ୍ମୟର କଥା ହେଉଛି, ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀର ମଣ୍ଡୋଳି ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ବିରୋଧରେ ଅନେକ କୋଟି…

Read More