Author: TRUPTIMAYEE SAHOO

ରାଜନୀତିରେ ଫେସବୁକ୍‌, ଇନଷ୍ଟାଗ୍ରାମ୍ ଆଉ ଏକ୍ସରେ ବାଘ ଭଳି ଗର୍ଜନ କରିବା ଯେତିକି ସହଜ, ରାଜରାସ୍ତାର ଖରା-କାଦୁଅରେ ଲୋକଙ୍କ ସାମ୍ନାରେ ଛିଡ଼ା ହେବା ସେତିକି କଷ୍ଟ। ଆଜି ଆମେ ଏମିତି ଏକ ରାଜନୈତିକ ଘଟଣାକ୍ରମକୁ ପୋଷ୍ଟମର୍ଟମ କରିବାକୁ ଯାଉଛୁ, ଯାହା ଏବେ ରାଜ୍ୟ ରାଜନୀତି ବିଶେଷ କରି ଶଙ୍ଖ ଭବନ ଭିତରେ ଚର୍ଚ୍ଚାର ସବୁଠୁ ବଡ଼ ବିଷୟ ପାଲଟିଛି। ପ୍ରଶ୍ନ ଉଠୁଛି— ସୁଜାତା ରାଉତ କାର୍ତ୍ତିକେୟନ କ’ଣ କେବଳ ସୋସିଆଲ୍ ମିଡିଆର ସୀମିତ ପରିସର ଭିତରେ ଜଣେ ‘ବାଘୁଣୀ’? ନା ସତରେ ତାଙ୍କ ପାଖରେ ମୈଦାନକୁ ଓହ୍ଲାଇ ଲୋକଙ୍କ ନେତ୍ରୀ ହେବାର ସାହସ ଅଛି? ଗତ କିଛି ମାସ ଧରି ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବଂ ସୋସିଆଲ୍ ମିଡିଆର କିଛି ପେଡ୍ ଫ୍ୟାନ୍ କ୍ଲବ୍ ପ୍ରଚାର କରୁଥିଲେ ଯେ, ସୁଜାତା ରାଉତ କାର୍ତ୍ତିକେୟନ ସକ୍ରିୟ ରାଜନୀତିକୁ ଆସିଲେଣି, ଏବେ ବିଜେପି ସରକାର ଛାନିଆ ହୋଇଯିବ! କୁହାଗଲା ସେ ବିଜେଡିର ନୂଆ…

Read More